STORYMIRROR

Trilochan Sahoo

Others

2  

Trilochan Sahoo

Others

ଅଲୋଡା ସମ୍ପର୍କ

ଅଲୋଡା ସମ୍ପର୍କ

1 min
14.2K


ପକ୍ଷୀ ସିନା ହୁଏ ନାହିଁ

ଦୂର ଆକାଶର

ତୁମେ କିନ୍ତୁ ଲାଗ ମୋତେ

ନିଜର ନିଜର ।

କଲେ ଯେତେ ଅସୀମ

ପ୍ରେମ ଆଉ ଆଦର

ହୋଇବକି କେବେ

କୁହ ପର ଆପଣାର ।

ରକ୍ତ ସିନା ଆଜି ନୁହେଁ ସେ ରକ୍ତର

କୁହେ ପୁଣି ସେତ

ଯେତେ ଭାଇ ସେତେ ଘର ।

ହିଂସାରେ ବାଦରେ

କଳିକରୁଥାଏ

ମିଛଟାରେ ହୁଏ ଏକର ସେକର ।

ଉପରେ ଉପରେ କଥା କହୁଥାଏ

ନଥାଏ ଟିକିଏ ଆଦର

ଯୋଗ ହେଲେ ଯେତେ

ଭାବ ସାଥେ ପୁଣି ଭାବର

ହୋଇବକି କେବେ କୁହ ପର ଆପଣାର ।


Rate this content
Log in