STORYMIRROR

Trilochan Sahoo

Inspirational

3  

Trilochan Sahoo

Inspirational

ନିସ୍ତାର

ନିସ୍ତାର

1 min
13.8K


ହାରିବା ଜିତିବା ବିଧାତାର ଖେଳ

କିଏ ଜିତେ କିଏ ହାରେ

ବିଚରା ମଣିଷ ବୁଝି ପାରେ ନାହିଁ

ମରିବା ପାଇଁ କି ବଞ୍ଚେ ।


ଦୁଃଖ କର ନାହିଁ,

କିଏ ବି ଜାଣିଛି

କାହାକୁ ମିଳିବ ମେଞ୍ଚେ ପୁଣି ଏଠି

କାହାକୁ ମିଳିବ କେଞ୍ଚେ

ବିଚରା ମଣିଷ

ବୁଝିପାରେ ନାହିଁ

ମରିବା ପାଇଁ କି ବଞ୍ଚେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational