STORYMIRROR

Trilochan Sahoo

Others

2  

Trilochan Sahoo

Others

କାହା ପାଇଁ ଜଣା ନାହିଁ

କାହା ପାଇଁ ଜଣା ନାହିଁ

1 min
14.3K


ପବନ ବୋହିଲା

ବର୍ଷା ବି ହୋଇଲା

କିନ୍ତୁ କାହା ପାଇଁ ଜଣା ନାହିଁ

ମନ ଏକା ଥିଲା

ଜୀବନ ବି ଗଲା

କିନ୍ତୁ କାହା ପାଇଁ ଜଣା ନାହିଁ

ସମୟ ଆସିଲା

ସମୟ ବି ଗଲା

ଦୁଃଖ ବଦଳିଲା ନାହିଁ

କିନ୍ତୁ କାହା ପାଇଁ ଜଣା ନାହିଁ

ତୁମେ ବି ହସିଲ

ସିଏ ବି ହସିଲା

ବୁଝିଲାନି ମନ ଏଇ

କିନ୍ତୁ କାହା ପାଇଁ ଜଣା ନାହିଁ

ଦୁଃଖ ବି ଆସିଲା

ହୃଦୟ କାନ୍ଦିଲା

ଛୁଟିଲା ଲୁହର ନଇ

କିନ୍ତୁ କାହା ପାଇଁ ଜଣା ନାହିଁ

କିନ୍ତୁ କାହା ପାଇଁ ଜଣା ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍