STORYMIRROR

Suresh chandra Padhy

Fantasy

3  

Suresh chandra Padhy

Fantasy

ସୁଖୀ ଜୀବନ

ସୁଖୀ ଜୀବନ

1 min
199


ସୁଖୀ ଜୀବନ ତାର ଯିଏ ସୁସ୍ଥ ରହିଅଛି,

ସୁଖୀ ଜୀବନ ତାର ଯିଏ ଶାନ୍ତି ପାଇଛି,

ସୁଖୀ ଜୀବନ ତାର ଯାହା ଘରେ କଳହ ନାହିଁ,

ସୁଖୀ ଜୀବନ ତାର ଯିଏ କେବେ ହାରି ନାହିଁ,

ସୁଖୀ ଜୀବନ ତାର ଯାହାକୁ ସବୁ ଭଲ ପାଆନ୍ତି,

ସୁଖୀ ଜୀବନ ତାର ଯାର କେହି ଶତ୍ରୁ ନାହାନ୍ତି,

ସୁଖୀ ଜୀବନ ତାର ଯିଏ ନିରୋଗି ଅଛି,

ସୁଖୀ ଜୀବନ ତାର ଯିଏ ସବୁ ପାଇଛି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy