ସ୍ତ୍ରୀସ୍ତ୍ରୀ ଲୋକମାନେ ଅଳବ ହୋଇଥ
ସ୍ତ୍ରୀସ୍ତ୍ରୀ ଲୋକମାନେ ଅଳବ ହୋଇଥ
ସ୍ତ୍ରୀ ଲୋକମାନେ ଅଳବ ହୋଇଥତି
ରାତି ସାରା ନ ଶୋଇ କିଛି କିଛି ଡେଇଁଅତି
ନିଦର ସ୍ୱାହିରେ ଅଂଗୁଳି ବୁଡାଇ ଦିନର ଅନୁଭୂତି ଲେଖତି
ଖୋଳି ରଙଡି କବାଟର କଡି- ପିଲାଙ୍କ ବାଦର
ଆଉ ପତିର ମନ ।
ଏବଂ ସକାଳେ ଉଠିଲା ପରେ
ଅର୍ବସଚେତନ ହୋଇ ଛାଇ ନିଦରେ
ବୁଲି ଆସଂତି ଘର ବାହାର
କଳଖିଆରେ ପ୍ରତିଦିନ ରଖ୍ଯତି ନୂଆ କବିତା
ଗମଲା ମାନଂ କରେ ଦିଅଂତି ଆଶା ।
ବହୁତ ପୁରୁଣା ଗୀତ ଗୁଣୁଗୁଣାଇ
ଚାଙ୍ଗତି ଏକ ନୂଆ ଦିନରେ
ପିନ୍ଧିଅତି ସେହି ସୀମା ଗୁଡିକୁ
ନିଜଠାରୁ ଦୂର ହୋଇ
ସମସ୍ତଂକର ନିକଟର ହୁଅଂତି
ସ୍ତ୍ରୀ ଲୋକମାନେ ବାସ୍ତବରେ ଅଜବ ହୋଇଥାତି ।
କେବେ ବି କୌନସି ସପନ
ପୁରା ଦେଖ୍ଯତି ନାହିଁ
ଦେଖତି ଚୂଲୀରେ ବସିଥିବା କ୍ଷୀର
କେବେ କୌନସି କାମ ପୁରା କରଂତି ନାହିଁ
ଅଧାରେ ଛାଡି ଖୋଜି ବୁଙ୍ଗତି
ପିଲାକ ମୋଜା, ପେନ୍ସିଲ୍, ଦହି
ପିଲାଦିନେ ହଜାଇ ଦେଇଥିବା ଖେଳନା
ଯୌବନରେ ହରାଇଥିବା ସ୍ମୃତି
ମା’ ଘରେ ଛାଡି ଆସିଥିବା ଲୁଡୋର ଗୋଟି
ଲୁଚକାଳି ଖେଳର ସ୍ଥାନ ଗୁଡିକ
ସେହି ଛୋଟ ଭଇଣୀ
କେଉଁଠି ଲୁଚି ଲୁଚି କାଦୁଅବ
ବାଧବୀ ମାନଂକର ଛୋଟିଆ ମୋଟିଆ ହିସାବ
ଖୋଲୁଥିବା ଓ ବଂଦ କରୁଥିବା ଝରକା ।
କଣ କରୁଛୁ ? ଶୋଇ ଗଲ କି ?
କେବେ ପିଲାକ - କେବେ ପ୍ରତ୍ୟେକ ଆକ୍ଷେପ ଶୁଣି ଶୁଣି
ନା ସଇକ୍ରେ ବଂଚେ ନା ଠିକ୍ରେ ମରିପାରେ
ନା କେବେହେଲେ ନିଜ ମନକଥା ଭଲ କରି କହିପାରେ ।
କେବେ ତ ତା ନିଜ ଲୋକ ବୁଝତୁ ତା ମନର କଥା
ପୁରା ଜୀବନ ଏହି ଅଂତର୍ଦାହ ରେ କଟିଯାଏ
ନିଜ ଆଖି ବଂଦ ହେବା ଯାଏ ଭଗବାନଂକୁ ପ୍ରାର୍ଥନା କରେ
ମୋ ପରିବାରକୁ ନ ହେଉ କିଛି କଷ୍ଟ- ଖୁସୀରେ ରହଂତୁ ସମସ୍ତେ
ଏବଂ ଏହା ସହ ପୃଥିବୀକୁ ବାଏ ବାଏ
ସ୍ତ୍ରୀ ଲୋକମାନେ ବହୁତ ଅସୁବ ଥାନ୍ତି ।