Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

CHINMAYEE PRADHAN

Abstract Classics Inspirational

4.0  

CHINMAYEE PRADHAN

Abstract Classics Inspirational

ସ୍ତ୍ରୀ

ସ୍ତ୍ରୀ

1 min
264


ସ୍ତ୍ରୀ ମାନେ !

ତୁମେ ସାବିତ୍ରୀ କର ,

ରଜ ପାଳନ କର 

ଖୁବ ସଜ ହୁଅ ,

ମେହେନ୍ଦୀ ଲଗାଅ, 

ସବୁ କିଛି କରିଯାଅ ,

ତୁମକୁ ପସନ୍ଦ ଅଟେ ।


ବାସ , ଏତିକି ଧ୍ୟାନ ରଖିବ 

ତୁମ ସାମ୍ନାରେ ମାୟାବୀ 

ରୂପ ବଦଳେଇ ଛିଡା ହୋଇଛି ।

ସେ ତୁମକୁ ଭମ୍ରିତ କାରିବ 

ତୁମକୁ ମଣିଷ ହେଇ ରହିବାକୁ ଦେବନି ।

ସ୍ତ୍ରୀ ହେଇ ରହିବାକୁ ବାଧ୍ୟ କରି ଦେବ 

ପୁଣି ଏହିସବୁ ତୁମକୁ ଏତେ ଭଲ ଲାଗିବ ଯେ 

ତୁମେ ଭୁଲିଯିବ ସ୍ୱତନ୍ତ୍ରତା , ସମାନତା , ଆର୍ଥିକ ସ୍ୱତନ୍ତ୍ରତା ।


କେତେବେଳେ ଘର ଭିତରେ ବନ୍ଦୀ କରି ଦିଆଯିବ 

ଜଣାବି ପଡିବ ନାହିଁ 

କିନ୍ତୁ ଏତିକି ମନେ ରଖିଥିବ 

ସେ ଏତିକିରେ ରହିଯିବେନି 

ତାଙ୍କ ନଜରରେ 

ତୁମର ପ୍ରକୃତ ସ୍ଥାନ , 

ସତୀତ୍ଵ ର ଅଗ୍ନିଝାସ ।


Rate this content
Log in

Similar oriya poem from Abstract