STORYMIRROR

Chittaranjan Lenka

Romance Abstract Others

2  

Chittaranjan Lenka

Romance Abstract Others

ସତ କି ମିଛ

ସତ କି ମିଛ

1 min
13.9K


ହସି ଦେଉ ଯେବେ   ଭଲ କି ମନ୍ଦରେ

ଲାଗୁ ଅତି ଆପଣାର

ଟିକିଏ ବି ଦୁଃଖ     ହେଲେ ତୋର ମନ

କାନ୍ଦଇ ପରାଣ ମୋର


ସତ ଅବା ମଜା    ଗାଳି ତୋର ସଦା

ଆଣେ ହୃଦୟେ କମ୍ପନ

ମୋ ଠାରୁ ତୁ ବେଶୀ     କହି ତୁ ପାରିବୁ

ସତ କି ମିଛ ମୋ ପ୍ରେମ


ଚିତ୍ତ ରଞ୍ଜନ ଲେଙ୍କା (କଟକ)


Rate this content
Log in

Similar oriya poem from Romance