STORYMIRROR

Dhaneswar Sethy

Classics

3  

Dhaneswar Sethy

Classics

ଷ୍ଟୋରୀ ମିରର ଝଲକ

ଷ୍ଟୋରୀ ମିରର ଝଲକ

1 min
241

 ଭାଗ୍ୟବାନ ହେଲି    ଦର୍ଶନ ପାଇଲି

      ଷ୍ଟୋରୀ ମିରରରେ ରହି

ଏହା ଠାରୁ ବଳି     ସଂସାରରେ ଖେଳି

      ଅଧିକ ନୁହଁଇ ବାହୀ ।


ଧନ୍ୟ ଅନୁଷ୍ଠାନ    ଧନ୍ୟ ତୁମ କାମ

     ଭାରତେ ଅଛି ଏ ନାମ

ଧନ୍ୟ ହୋଇଗଲି   ତୁମକୁ ପାଇଲି

     ଦୂରୁ କରଇ ପ୍ରଣାମ ।

  


                 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics