Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dhaneswar Sethy

Inspirational

4  

Dhaneswar Sethy

Inspirational

ଲେଖା ଲେଖନୀ

ଲେଖା ଲେଖନୀ

1 min
389


ଭାରତ ବର୍ଷରେ    ଲେଖା ହୋଇଅଛି

     ଅନେକ ମହାନ ଗ୍ରନ୍ଥ

ରାମାୟଣ ଆଉ    ମହାଭାରତରେ

      ରହିଛି ଅନେକ ସନ୍ଥ ।


ସେଭଳି ଚରିତ୍ର     ମନେ ହୁଏନାହିଁ

      ରହିଯାଏ ଖାଲି ସ୍ୱପ୍ନ

ତଥାପି କଳ୍ପନା     ଲେଖା ଚାଲିଅଛି

     ଚେଷ୍ଟା ନାହିଁ ରାମ କୃଷ୍ଣ ।


ବିନା ପରିଶ୍ରମେ       ରାବଣ ହୁଅନ୍ତି

     ରାମ ପାଇଁ ନାହିଁ ଲକ୍ଷ୍ୟ

ଗୋଟିଏ ରାବଣ     ଥିଲା ତ୍ରେତୟାରେ 

      ରାମ ବଧି ହେଲେ ସାକ୍ଷ ।


ରାମାୟଣ ପଢି     ରାମ ହେଵା ଛାଡି

     ହେଲେଣି କୋଟି ରାବଣ

ଜଣେ ଅଧେ ରାମ     କିସ ଵା କରିବ

     ଚାଲିଛି ଭଜନ ରାମ ।


ଏବେର ସମାଜ     ହେଉ ଏବେ ସଜ

      ରାମ ପ୍ରୟୋସରେ ଜାରି

ଶହ ଶହ ରାମ      ଦେଶେ ହେବେ ସୃଷ୍ଟି

      କୋଟିଏ ରାବଣ ମରି ।


ଲେଖାକୁ ଦେଖିଵ     ଲେଖନୀ କରିବ

       ତେବେ ଦେଶ  ଜାଗତର

ହସିବ ଭାରତ     ହସିବ ଆରତ

      ତ୍ରିରଙ୍ଗା ଯେ ଫର ଫର ।



Rate this content
Log in

Similar oriya poem from Inspirational