STORYMIRROR

Ranita Swain

Romance

2  

Ranita Swain

Romance

ସର୍ତ୍ତ

ସର୍ତ୍ତ

1 min
2.7K


ଥଆନ୍ତା କି ସର୍ତ୍ତଟିଏ

ଭଲ ପାଇବାରେ,,,,,

ଲୁଟେଇ ଦିଅନ୍ତି,,,,

ସବୁ ହସ ଖୁସି,,,,

ମୋ ଭାଗର ସବୁ ଦିନ ରାତି

ବିକି ଦିଅନ୍ତି ସ୍ଵପ୍ନକୁ

ହଜେଇ ଦିଅନ୍ତି ନିଦକୁ

ସବୁ କିଛି ହରେଇ ଦିଅନ୍ତି

ନିଜେ ବି ହାରି ଯାଆନ୍ତି

କେବଳ କେବଳ ତୁମକୁ

ମନ ଭରି ଭଲ ପାଆନ୍ତି,,,

ସର୍ତ୍ତଟିକୁ ପୁରା କରନ୍ତି,,,।

ରନିତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance