STORYMIRROR

Bhagyabanta Mahaling

Tragedy Action Classics

3  

Bhagyabanta Mahaling

Tragedy Action Classics

ସପନ୍

ସପନ୍

1 min
153

ସବୁ ସପନ୍ ପୁରା ହେଇ ନାଇଁ ପାରେ

କିଛି ଅଧା ଥି ରହି ଯାଏସି 

ଆର୍ କେତେ ପୁରା ହେସି ।

ହେଲେ ସପନ୍ ଦେଖ୍ ବାର୍ 

ମୁନୁଷ୍ କେଭେ ନାଇଁ ଛାଡେ 

ଏତେ ସପନ୍ ଦେଖ୍ ସି ଯେ

ଆକାଶ ପାତାଳ ଫରକ୍ 

କାହିଁ ସେ ସୁରଜ୍ ଆଉ କାହିଁ ପଦମ୍ ଫୁଲ୍

ଫେର ଭି ଏମାନେ କେନ୍ତା ଜେ ଜୁରାଜୁରି ।

ଠିକ୍ ହେଂତା ମୁନୁଷ୍ ଆର୍ 

ମୁନୁଷ୍ ର ସପନ୍ ଏକ୍ 

ସପନ୍ ସପନ୍ ସବୁ ଦେଖ

ଆର୍ ସେ ସପନ୍ କେ 

ପୁରା କର୍ବାର୍ କେ ହର୍ ଘଡି ଲାଗିପଡ଼ 

ଯେତେବେଳେ ସପନ୍ ପୁରା ହେଇଯିବା 

ସେତେବେଳେ ତୁମର ଜିବନ୍ ମହକି ଉଠବା ।।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy