STORYMIRROR

Sabita Nayak

Inspirational

3  

Sabita Nayak

Inspirational

ସଫଳତାର ବୀଜମନ୍ତ୍ର

ସଫଳତାର ବୀଜମନ୍ତ୍ର

1 min
190

ସମସ୍ତେ ଏଠି ବ୍ୟସ୍ତ 

ଭାରି ବ୍ୟସ୍ତ 

ଖାଲି ଧାଁ ଧଉଡ 

ଆଜି ଏପଟ ରାସ୍ତାରେ 

ତ କାଲି ସେପଟ ରାସ୍ତା ରେ 

ଆଜି ଏ ଭଲ 

ତ କାଲି ସେ ଭଲ 

ଆରେ ଭାଇ 

ଗୋଟିଏ ରାସ୍ତା ଧର 

ଏମିତି ପାଗଳଙ୍କ ଭଳି 

ବିକ୍ଷିପ୍ତ ଭାବରେ 

ବୁଲୁଛ କାହିଁକି?

ଲକ୍ଷ୍ୟ ସ୍ଥିର 

ସଫଳତାର ବୀଜମନ୍ତ୍ର


Rate this content
Log in

Similar oriya poem from Inspirational