STORYMIRROR

Dileswari Mehar

Inspirational

2  

Dileswari Mehar

Inspirational

ସଫଳତା

ସଫଳତା

1 min
132

    

ମଣିଷ ଜୀବନ କଣ୍ଟକିତ

କେତେ ଦୁଃଖ କେତେ ସୁଖ

ପାଦେ ଗଡ଼ିଯାଏ କଣ୍ଟା

ତଥାପି ଚାହେଁ ସଫଳତା ମୁଖ

ସମସ୍ତେ ଜାଣନ୍ତି କଣ ଅଛି

ବିଷକୁ କରି ଅମୃତ

ସଫଳତାରେ ମଣିଷ

ପାଗଳ ଭଲି ଧାଇଁ ଗୋଡାନ୍ତି

କିନ୍ତୁ,

ସଫଳତା ପାଇଲେ ମଣିଷ ଜୀବନ

ହୁଏ ସୁଖମୟ

ଟଙ୍କା ପଇସା ଥିଲେ ପାଖେ

ଦୁରେଇ ଯାଏ ଦୁଃଖ

ମଣିଷକୁ ଚାହାଁନ୍ତି ସଭିଏଁ

ନ କରନ୍ତି କେହି ପର

ସମସ୍ତେ ଭୁଲି ଥାନ୍ତି

ପାଇଲେ ସଭିଏଁ ଆପଣାର

ସଫଳତା ,

ମଣିଷର ଧର୍ମ

ମଣିଷର କର୍ମ

ମଣିଷର ଅଧିକାର

ମଣିଷର ବିଚାର

କର୍ତ୍ତବ୍ୟକୁ ନ ଭୁଲି

ସଫଳତାକୁ କରିବା ହାସଲ

ଜୀବନ ମାଆ ବାପାଙ୍କ

ହେବ ସଫଳ ।

               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational