STORYMIRROR

Dileswari Mehar

Inspirational

3  

Dileswari Mehar

Inspirational

ଗୋ ମାତା

ଗୋ ମାତା

1 min
283


ହେ ଗୋ ମାତା

ହିନ୍ଦୁଙ୍କର ଦେବତା

ତେତିଶ କୋଟି ଦେବତା ଗହଣରେ

ବାସ କରୁଛ ଆମ ଅଗଣାରେ

ତୁମେ ଆମ ମାତା 

ତୁମେ ହିଁ ଭାଗ୍ୟ ବିଧାତା

ମାନି ଚାଲିବୁ ଆମେ

ତୁମ ସମସ୍ତ ଗାଥା

ଯେତେ ଅନ୍ୟାୟ ହେଉଛି ତୁମ ପ୍ରତି

ସବୁ ମୂଳପୋଛ କରିବୁ

କଂସେଇଖାନାରୁ ଛଡେଇ

ସମ୍ମାନେ ରଖିବୁ

ତୁମ ସବୁ ବସ୍ତୁ କାମ୍ୟ

ତୁମେ ମୋ ପ୍ରଭୁ

ତୁମେ ଭାଗବାନ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational