STORYMIRROR

Dileswari Mehar

Inspirational Others

2  

Dileswari Mehar

Inspirational Others

ଅନୁତାପ

ଅନୁତାପ

1 min
130

   

ଭୁଲ୍ ପରେ ମଣିଷ ଭୁଲ୍ କରେ 

ପୁଣ୍ୟ ମିଳିଯାଏ ଅନୁତାପରେ 

ଭୁଲ୍ କରି କ୍ଷମା ଦିଅ ଉଚ୍ଚାରି

ଦୁଃଖ ଦିଏ ଜାଣି ସବୁ ବିଚାରି 

ପୁଣି କରିଥାଏ ମଣିଷକୁ ଦୁଃଖୀ 

କି ଲାଭ ମିଳେ କି ଖୁସି ? 

ଅନୁତାପ ଏକ ଏମିତି ଔଷଧ 

ଭୁଲ୍ କରନ୍ତି ନାହିଁ, ତାହା ନିଷେଧ

ମାଡ ଖାଇ ପଛେ ରହିଯିବେ 

ଯେତେ ଗାଳି କଲେ ସହି ଯିବେ 

ବିଷକୁ ଅମୃତ କରେ ଅନୁତାପ 

ଗର୍ବ ଅହଙ୍କାର କରେ ନିଷ୍ପାପ 

ନିଜେ ସୁଧୁରିଲେ ଜଗତ ଖୁସି 

ଜଗତ ଖୁସିରେ ନିଜର ହସି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational