STORYMIRROR

Suhana Pattanaik

Classics

4.5  

Suhana Pattanaik

Classics

ସଂପର୍କ

ସଂପର୍କ

1 min
281


ସଂପର୍କ ବାବା ମାମା ଙ୍କର ଆନ୍ତରିକ ଭଲପାଇବା

ସଂପର୍କ ଭାଇଭଉଣୀଙ୍କ ହୃଦୟର ନୀରବତା।

ସଂପର୍କ ସାଙ୍ଗସାଥୀଙ୍କର ରାଗରୁଷା ସ୍ମୃତି।

ସଂପର୍କ ଗୁରୁଜୀ ଗୁରୁମା ମାନଙ୍କ ଅଭିମାନ ଓ ଭକ୍ତି।

ସଂପର୍କ ଜେଜେ ଜେଜିମା ଙ୍କ ସ୍ବପ୍ନଭରା ଆଖିର କଥା 

ସଂପର୍କ ଦାଦା ଖୁଡି ଙ୍କର ଭଲପାଇବା ଆଦେଶ ଓ ବାର୍ତ୍ତା।

ସଂପର୍କ ଅଜା ଆଇ ଙ୍ଗ ମନର ନବ ଉନ୍ମୋଦନା 

ସଂପର୍କ ମାମୁଁ ମାଇଁଙ୍କ ଲାଗି ତାରା ମାନଙ୍କ ଯୋଛନା ।

ସଂପର୍କ ବନ୍ଧୁ ବନ୍ଧୁ ମଧ୍ୟେ ସ୍ନେହ ପ୍ରେମ ଓ ଭଲପାଇବା ର ପୀରତି,

ସଂପର୍କ ମହାପୁରୁଷଙ୍କ ମହିମା ଓ କୀର୍ତ୍ତି।

ସଂପର୍କ ଦୁଇ ମନର‌ ମିଳନ କରେ 

ସଂପର୍କ ସୁସ୍ଥ ସମାଜ ଟିଏ ଗଢେ।

ସଂପର୍କ ଛୋଟବେଳର ଦୁଷ୍ଟାମୀ ତ କେବେ ଭଲପାଇବା ମିଳିବା ଆଶାରେ ପାଗଳାମି।

ସଂପର୍କ ସୁନ୍ଦର ମୂର୍ଚ୍ଛନା ଟିଏ ତ କେବେ ପୁଣି ଜନ୍ମଠାରୁ ମୃତ୍ୟୁ ଯାଏଁ ମନ୍ତ୍ରମୁଗ୍ଧ ଯାତନା ଟିଏ।



Rate this content
Log in

Similar oriya poem from Classics