STORYMIRROR

Suhana Pattanaik

Others

2  

Suhana Pattanaik

Others

ଦେଖନା

ଦେଖନା

1 min
79

ଦେଖନା...

କେମିତି ଚୁପଚାପ୍ ମନଟା ନିଜ ଭାବନାକୁ ମନରେ ହିଁ ମାରିଦିଏ।

ଦେଖନା...

କେମିତି ସ୍ୱପ୍ନ ମାନେ ଆପେ ଆପେ ନିଦ ସହ ହଜି ଯାଆନ୍ତି!

ଦେଖନା...

କେମିତି ଗୁମସୁମ୍ ସତଟା ମିଛରେ ବଦଳିଯାଏ....

ଦେଖନା...

ଲୁଚିଲୁଚି କେମିତି ଭାବନା ବଦଳିଯାଏ।

ଦେଖନା...

କେତେ ଡେରିରେ ଆଜିକାଲି ଉତ୍ତର ମିଳେ...

ଦେଖନା...

କେତେ ଶୀଘ୍ର ଦୂରତା ଆସିଯାଏ...

ଦେଖନା...

ଏବେ ହିଁ ମିଳିଥିବା ସାଙ୍ଗମାନେ ଏଇନେ ହିଁ କେମିତି ହଜିଗଲେ,

ଦେଖନା...

ଏବେ ହିଁ ତ ବସି ଏକାଠି ଖାଉଥିଲୁ, କେଉଁଠି କେଜାଣି ରହିଗଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍