Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.

Pradesh Pratyush

Romance Others


3  

Pradesh Pratyush

Romance Others


ସଂପର୍କ

ସଂପର୍କ

1 min 187 1 min 187

ତୁମେ କିଛି କୁହ

ମୁଁ କିଛି କହିବି

କଥାବାର୍ତ୍ତା ଚାଲିବ।


ତୁମେ କିଛି ଲେଖ

ମୁଁ କିଛି ଲେଖିବି

ଚିଠି ଦିଆ ନିଆ ହେବ ।


ତୁମେ କିଛି ଦିଅ

ମୁଁ କିଛି ଦେବି 

ଆପେ ବୁଝିପାରିବ !

ଆମ ଭିତରେ ସଂପର୍କର ମାନେ କ'ଣ ।

     *****


Rate this content
Log in

More oriya poem from Pradesh Pratyush

Similar oriya poem from Romance