ସଂପର୍କ
ସଂପର୍କ
ତୁମେ କିଛି କୁହ
ମୁଁ କିଛି କହିବି
କଥାବାର୍ତ୍ତା ଚାଲିବ।
ତୁମେ କିଛି ଲେଖ
ମୁଁ କିଛି ଲେଖିବି
ଚିଠି ଦିଆ ନିଆ ହେବ ।
ତୁମେ କିଛି ଦିଅ
ମୁଁ କିଛି ଦେବି
ଆପେ ବୁଝିପାରିବ !
ଆମ ଭିତରେ ସଂପର୍କର ମାନେ କ'ଣ ।
*****
ତୁମେ କିଛି କୁହ
ମୁଁ କିଛି କହିବି
କଥାବାର୍ତ୍ତା ଚାଲିବ।
ତୁମେ କିଛି ଲେଖ
ମୁଁ କିଛି ଲେଖିବି
ଚିଠି ଦିଆ ନିଆ ହେବ ।
ତୁମେ କିଛି ଦିଅ
ମୁଁ କିଛି ଦେବି
ଆପେ ବୁଝିପାରିବ !
ଆମ ଭିତରେ ସଂପର୍କର ମାନେ କ'ଣ ।
*****