Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lokanath Rath

Abstract Tragedy Inspirational

3  

Lokanath Rath

Abstract Tragedy Inspirational

ସଂକଳ୍ପ ନୁହେଁ ସମ୍ପର୍କ ଛିନ୍ନ ..

ସଂକଳ୍ପ ନୁହେଁ ସମ୍ପର୍କ ଛିନ୍ନ ..

1 min
205



ସଂକଳ୍ପ ତ ନୁହେଁ କିଛି ମନଗଢ଼ା ଗଳ୍ପ କି କବିତା ,

ସେ ତ ଅଟେ ଦୃଢ ମନ ଓ ବିଶ୍ୱାସ କୁ ବାନ୍ଧିବାର ଫିତା .

ସମ୍ପର୍କ ତ ଅଟେ ହାତେ ଗଢ଼ା ପ୍ରକାର ତା ଭିନ୍ନ ,

ସେ କେବେ ରୁହେ ଅଖୁର୍ଣ୍ଣ ତ କେବେ ହୁଏ ଛିନ୍ନ .

ଇତିହାସ କହେ କେତେ ଯୁଧ୍ୟ ଜୀତୀଛୁ ସଂକଲ୍ପିତ ମନେ,

ସବୁ ସଂସ୍କାର ପ୍ରାପ୍ତ ହୁଏ ଯେବେ ମନ ସଂକଳ୍ପ ଗହନେ.

ମାନବ ଜୀବନେ ସବୁ କର୍ମେ ଲାଭ କରେ ସିଦ୍ଧି ,

ଯେବେ ସଂକଳ୍ପ କରି ଖଟାଏ ନିଜ ସତବୁଦ୍ଧି .

ସଂକଳ୍ପ ଦୃଢ ଯେବେ ଜିତି ହୁଏ ହାରିଥିବା ବାଜି ,

ପୁରାଣ ଇତିହାସ ଠାରୁ କେତେ ଯେ ଦୃଷ୍ଟାନ୍ତ ଅଛି ସାଜି .

ସମ୍ପର୍କ ଯେବେ ସାମୟିକ ହୁଏ ଛିନ୍ନ ,

ସଂକଳ୍ପ ଦୃଢ ଥିଲେ କରେ ପୁଣି ସମ୍ପର୍କ ସ୍ଥାପନ .

ମନେ ଦୁଃଖ ଗ୍ଲାନି କେବେ ଆଣିବାର ନାହିଁ ,

ସେ ସମ୍ପର୍କ ଛିନ୍ନ ଯେ ଅଟେ କ୍ଷଣସ୍ଥାଇ .

କର୍ମବୀର କୁଶଳୀ ସଂସ୍କରୀ କରିଥାନ୍ତି ସଦା ସଂକଳ୍ପ ,

ଯେବେ ହୁଏ ସମ୍ପର୍କ ଛିନ୍ନ ଥାଏ ପାସେ ତାଙ୍କ ବିକଳ୍ପ .

ଜିତିବା ତ ସଦା ଆମ ରକ୍ତେ ପ୍ରବାହିତ ହୁଏ ,

ସମ୍ପର୍କ ଛିନ୍ନ ହୁଏ କେବେ କିନ୍ତୁ ସଂକଳ୍ପ ନୁହେଁ.



Rate this content
Log in

Similar oriya poem from Abstract