STORYMIRROR

Manas Kumar Behera

Action Inspirational

3  

Manas Kumar Behera

Action Inspirational

ସଙ୍ଗରୋଧ ହିଁ ସମାଧାନ

ସଙ୍ଗରୋଧ ହିଁ ସମାଧାନ

1 min
11.8K

ରାଜା ବୁଝାଉଛି ପ୍ରଜାଗଣକୁ

ଏକାଠି ହୋଇଲେ ବଢେ ସଂକ୍ରାମଣ

ଡାକି ଆଣୁଥିବା ନୂଆ ଭୂତାଣୁ ।।


ସଙ୍ଗରୋଧ ଯେବେ ହୋଇ ରହିବ 

ସଂକ୍ରମଣଠାରୁ ସକଳେ ବର୍ତ୍ତିବ

ଆନନ୍ଦେ ପରିବାର ହସିବ।।


ଲାଲ ରଙ୍ଗ ଚିହ୍ନ ଭାରି ଡେଞ୍ଜର 

ଏକାଠି ରହିଛି ଯେଉଁ ପାଞ୍ଚ ଚିହ୍ନ

ରୋଗକୁ ଏକାଠି କରିଛନ୍ତି ବାସ୍ତାର।।


ଆଜିର ପ୍ରମ୍ପଟ କରେ ଆହ୍ୱାନ

ସଚେତନ ହେବା ସକଳ ଜନ

ଅନାବଶ୍ୟକରେ ଘରୁ ପଦାକୁ ନକର ଗମନ

ସଙ୍ଗରୋଧ ହିଁ ସମୀଧାନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action