STORYMIRROR

Sanatan Mahakud

Action

2  

Sanatan Mahakud

Action

ସଂଚୟ PROMPT 18

ସଂଚୟ PROMPT 18

1 min
2.6K

ନିଅଣ୍ଟକୁ ଆଣ୍ଟ

ଅଭାବକୁ ପୂର୍ତି

ଅସହାୟକୁ ସହାୟ

ବିପଦେ ଧୈଯ୍ୟ

ବ୍ୟକ୍ତିତ୍ୱକୁ ପୂର୍ଣ୍ଣତା

ଯାହା ଦିଏ

ସେ ସଂଚୟ l


ଏକମାତ୍ର ସଂଚୟ

ଧନ ମନ ଶକ୍ତି ଓ ସମୟ 

ଏ ସବୁର ଅପଚୟ 

ମନେ ଆଣେ ଶୋଚନା,

ଜୀବନେ ଭରି ଦିଏ

ଅବଖ୍ୟୟ  ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action