Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanatan Mahakud

Abstract Others

4.1  

Sanatan Mahakud

Abstract Others

ବଦଳ

ବଦଳ

1 min
11.8K


ସମୟ ସ୍ରୋତରେ

ଆଜି ଅବସ୍ଥାପିତ

ଗୋଟେ ପରେ ଗୋଟେ 

ସ୍ମୃତିର ସଂଗ୍ରହାଳୟେ ସଜ୍ଜିତ

ହୋଇପାରେ ପୋଷ୍ଟକାର୍ଡ,

ଟେଲିଗ୍ରାମ, ଟାଇପ୍ ମେସିନ୍

ଇତ୍ୟାଦି ଅନେକ ।


ବିଜ୍ଞାନର ଉଦ୍ଭାବନ ଆବିଷ୍କାର

ଵଦଳାଇ ଦେଇଛି

ଘଡି କାଲକୁଲେଟର ରେଡ଼ିଓ ଟର୍ଚ୍ଚ

ଟେଲିଫୋନ୍ ଚିତ୍ର

ଵ୍ୟସ୍ତ କରିଛି ଜନ ସମାଜକୁ

ଦେଇ ସୁବିଧା ଏକରେ ଅନେକ ।


ଅଙ୍ଗୁଳି ସ୍ପର୍ଶରେ ଭାସମାନ ଆଜି

ଦୃଶ୍ୟ ଶ୍ରାବ୍ୟ ସାମାଜିକ ଗଣମାଧ୍ୟମ

ୱ।ଟସ୍ ଆପ୍ ଫେସ୍ ବୁକ୍ ଟୁଇଟର୍

ଆଉ

ଇନଷ୍ଟାଗ୍ରାମ୍  ।


Rate this content
Log in

Similar oriya poem from Abstract