STORYMIRROR

Sanatan Mahakud

Inspirational

2  

Sanatan Mahakud

Inspirational

ଦୀପାବଳି

ଦୀପାବଳି

1 min
55



ହୃଦୟରେ ମୋର

ଜଳୁଛି ନିରନ୍ତର

ସେହି ତ୍ରିଗୁଣର ଦୀପଟିଏ,

ଜଳୁଛି ଜଳିବ

ଦିକ୍ ଦିକ୍ ହୋଇ

ରଜ ସତ୍ତ୍ୱ ତମ ଗୁଣ ନେଇ ।


ହେ ବିଶ୍ୱ ନିୟତା ଜଗତ କରତା

ଆଶିଷ ଦିଅ ମଥାରେ,

କରିଯିବି କାମ ସଂସାର ହିତରେ

ଏ ମାଟି ଶରୀର

ମିଶିବା ଆଗୁ ମାଟିରେ ।


Rate this content
Log in

Similar oriya poem from Inspirational