Nimain charan NAYAK

Inspirational

3  

Nimain charan NAYAK

Inspirational

ମାଆ

ମାଆ

1 min
431



ମାଟି ଠାରୁ ଆକାଶ ପର୍ଯ୍ୟନ୍ତ

ଦୁଇଟି ଅକ୍ଷରେ ନାଆ,

ଗୋଟିଏ ମା' କୁ ଅନ୍ୟଟି ଆ '

ସେ ଆମରି ମାଆ |


ନିଜେ ଭୋକେ ରହି

ଆମକୁ ଖୁଆଏ,

ଜାଣିଛ କି ତାର ନାଁଆ

ସେ ଆମରି ମାଆ |


ଯେ ଆମ ଅଳି ଅଝଟ ଶହେ

କାନ୍ଦିଲେ ଯେ ଆମକୁ ବୁଝାଏ,

ଡାକେ ଜହ୍ନ ମାମୁଁ ଆ

ସେ ଆମରି ମାଆ |


ଦୁଃଖରେ ସେ ଥାଏ

ସୁଖରେ ସେ ଥାଏ,

ତା ବିନା କେହି ନ ଥାଏ ସାହା

ସେ ଆମରି ମାଆ |



Rate this content
Log in

Similar oriya poem from Inspirational