STORYMIRROR

Nimain charan NAYAK

Inspirational

4  

Nimain charan NAYAK

Inspirational

ସହର

ସହର

1 min
371

ସହର ସହର ସହର

ନୁହେଁ ସେ ସରଗପୁର

ଅଛିତ ସେଠାରେ ମନ୍ଦିର

ନାମ ହେଉଛି ସହର l


ସହର ସହର ସହର

ସର୍ବଦା ଗାଡ଼ିମୋଟର

ବସାଥାଏ ସେଠି ଧୂଆଁର

ସେଠି ପବନରେ ଅଛି ଜହର l


ସହର ସହର ସହର

ନଜର ସେଠାରେ ପୋଲିସଙ୍କର

ପୁଣି ଟ୍ରାଫିକ ନିୟମର

ସେଠି କେହି ନୁହଁନ୍ତି କାହାର l


ସହର ସହର ସହର

ଦୁର୍ଘଟଣାର ସେ ଘର

ଚିକିତ୍ସା କରନ୍ତି ଡାକ୍ତର

ଲୋକ ହୁଅନ୍ତି ଛାରଖାର l


ସହର ସହର ସହର

ନାହିଁ ସେଠି ପାତର ଅନ୍ତର

ତାହାତ ସମସ୍ତଙ୍କର

ନାମ ହେଉଛି ସହର l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational