STORYMIRROR

Nimain charan NAYAK

Inspirational

3  

Nimain charan NAYAK

Inspirational

ମାଆ

ମାଆ

1 min
352

ମାଟି ଠାରୁ ଆକାଶ ପର୍ଯ୍ୟନ୍ତ

ଦୁଇଟି ଅକ୍ଷରେ ନାଆ

ଗୋଟିଏ ମା' କୁ ଅନ୍ୟଟି ଆ '

ସେ ଆମରି ମାଆ l


ନିଜେ ଭୋକେ ରହି

ଆମକୁ ଖୁଆଏ 

ଜାଣିଛ କି ତାର ନାଁଆ

ସେ ଆମରି ମାଆ l


ଯେ ଆମ ଅଳି ଅଝଟ ଶହେ

କାନ୍ଦିଲେ ଯେ ଆମକୁ ବୁଝାଏ

ଡାକେ ଜହ୍ନ ମାମୁଁ ଆ

ସେ ଆମରି ମାଆ l


ଦୁଃଖରେ ସେ ଥାଏ

ସୁଖରେ ସେ ଥାଏ

ତା ବିନା କେହି ନ ଥାଏ ସାହା

ସେ ଆମରି ମାଆ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational