STORYMIRROR

Sanatan Mahakud

Drama

4  

Sanatan Mahakud

Drama

ସମୟ ତରାଜୁ

ସମୟ ତରାଜୁ

1 min
24.1K


ସମୟ ତରାଜୁରେ

ଆମେ ସବୁ ଜୀବନ ତଉଲୁ

ଦିନରାତି ଆଲୋକ ଅନ୍ଧାର

ଭଲମନ୍ଦ ପାପ ପୁଣ୍ୟ

ଆଗପଛ ଠିକ୍ ଭୂଲ୍

ଦୂର ପାଖ ସୁଖ ଦୁଃଖ

ହସକାନ୍ଦ ସତମିଛ

ଲୁଚକାଳି ଖେଳୁଖେଳୁ

ଜୀବନ ଦୀପ ଲିଭି ଆସେ

ଶୀତଳ ଉଷ୍ଣ ପରଖୁ ପରଖୁ

ନିଆ ଦିଆ ଦୁନିଆରେ

ବାକି ରହେ

କମ୍ ବହୁତ ନୂଆ ପୁରୁଣା

ଜୀବନ ଜୀବିକାରେ

ଧନୀ ଗରିବଙ୍କ ଜନ୍ମ ମୃତ୍ୟୁ

ଆୟୁଷର ଖେଳ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama