STORYMIRROR

sai mahapatra

Classics

3  

sai mahapatra

Classics

ସମୟ

ସମୟ

1 min
382

ସମୟ ଆଗରେ ବନ୍ଧା ପଡ଼ିଛି ମୋର ସବୁ ଖୁସି

ସତେ ଯେମିତି ମୋ ମୁହଁ ର ହସ ମୋ ଠାରୁ ହିଁ ଯାଇଛି ଋଷି

ତଥାପି ମୁଁ ହାରିନି ତଥାପି ମୁଁ ଥକିନି ବଞ୍ଚିଛି ନୂଆଁ ଆଶା କୁ ନେଇ

ସତେ ଯେମିତି ହାରିବା ଜିତିବା ର ଦୌଡ଼ ରେ ମୋର ଜୀବନ ର ସବୁ ସୁଖ ଲୁଚି ଯାଇଛି ନିଜ ମଥା ନୂଆଁଇ

ମୋ ସହ ମୁଁ ଆଜି ଏକା ଏକା

କିଛି ବିଶ୍ୱାସୀ ଲୋକ ଙ୍କୁ କରି ମୁଁ ଅନ୍ଧବିଶ୍ୱାସ

ଜୀବନ ରେ କେତେ ପାଇଛି ମୁଁ ଧୋକା

ସମୟ ର ସୁଅ ଓ ଆଖି ର ଲୁହ ଭସାଇ ନେଇଛି କେତେ ଯେ ସ୍ବପ୍ନ କୁ ମୋର

ଯେଉଁମାନେ ଥିଲେ ଦିନେ ମୋର ଅତି ଆପଣାର

ସେମାନେ ଚାଲି ଯାଇଛନ୍ତି ମୋ ଠାରୁ ଆଜି ଅନେକ ଦୂର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics