STORYMIRROR

sai mahapatra

Abstract

2  

sai mahapatra

Abstract

ପିଲାବେଳ

ପିଲାବେଳ

1 min
130


ଆଜି କାହିଁ ଭାରି ମନେ ପଡୁଛି ସେହି ପିଲାବେଳ ସାଙ୍ଗ ସାଥି ମେଳ


ଆଜି କାହିଁ ଭାରି ମନେ ପଡୁଛି ଗାଁ ଚାଟଶାଳୀ ରେ ଗୁରୁଜୀ ଙ୍କ ଛ।ଟ


  ସେହି ପିଲାଦିନ ବହି ର ବର୍ଣ୍ଣବୋଧ ପାଠ ଓ ଗାଆଁ ର ରାମଲୀଳା ନାଟ


ଆଜି କାହିଁ ମନେ ପଡୁଛି ସେ ଚତୁର କୁଆ ଆଉ ପାଣି ମାଠିଆ ଗପ


ଇଂରାଜୀ ଭାଷା ଶିଖିବାର ଦୌଡ ରେ ଯାହା ହୋଇଛି ଲୋପ


ପିଲା ବେଳ ର ସେହି ଅ ରେ ଅଜା ଆ ରେ ଆଈ ଜୀବନ ରେ ଶିଖାଉଥିଲା ଆମକୁ ସମ୍ପର୍କ ର ଗୁରୁତ୍ଵ


ପିଲା ବେଳେ କାହାକୁ ମୁଣ୍ଡିଆ ମାରିଲେ ବୁଢ଼ା ଟିଏ ହେଇଥା ଶିଖାଉଥିଲା ଆମକୁ ଆଶିଷ ର ମହତ୍ୱ


 ଆଜି କାହିଁ ଭାରି ମନେ ପଡୁଛି ସେହି ପିଲାବେଳ ର ପର୍ଥାନା


ଯେଉଁ ପାର୍ଥାନା ରେ ଥିଲା ସତ କହିବାର ସଚେତନତା


ଆଜି କାହିଁ ଭାରି ମନେ ପଡୁଛି ମା କୋଳ ସେହି ଆମ ଗାଆଁ ର ଯାତରା ଦୋଳ


ଆଜି କାହିଁ ଭାରି ମନେ ପଡୁଚି ସେହି ପିଲାବେଳ ସାଙ୍ଗ ସାଥି ମେଳ


Rate this content
Log in

Similar oriya poem from Abstract