STORYMIRROR

sai mahapatra

Fantasy Others

3  

sai mahapatra

Fantasy Others

ସେଦିନ ଗାନ୍ଧୀ ଆସିଥିଲେ ଗଳ୍ପରେ

ସେଦିନ ଗାନ୍ଧୀ ଆସିଥିଲେ ଗଳ୍ପରେ

1 min
263


ସେଦିନ ଗାନ୍ଧୀ ଆସିଥିଲେ ଗଳ୍ପରେ


ନିଜ ମନର କଥା ମନ ଖୋଲି କହିଦେଇ ଗଲେ ଅଳ୍ପରେ


ଯେଉଁ ମନର କଥାରେ ଥିଲା ରାମରାଜ୍ୟ


ଯେଉଁ ରାଜ୍ୟରେ ସମସ୍ତେ କରୁଥିଲେ ସମସ୍ତଙ୍କୁ ସାହାଯ୍ୟ


ଯେଉଁ ରାଜ୍ୟରେ ନିର୍ଭୟରେ ରାତିରେ ଚାଲି ଯାଇପାରୁଥିଲା ନାରୀ


ଯେଉଁ ରାଜ୍ୟରେ ଦୂଷିତ ପାଣି ପିଇ ଘଟୁନଥିଲା ମହାମାରୀ


ଯେଉଁ ରାଜ୍ୟରେ ନଥିଲା ଜାତି ଭେଦଭାବ


ଯେଉଁ ରାଜ୍ୟରେ ହେଉନଥିଲା ଅନାହାର ମୃତ୍ୟୁ ଘଟି ପୋଷଣର ଅଭାବ


ଯେଉଁ ରାଜ୍ୟରେ ଗରିବ ଠାରୁ ଗରିବ ଲୋକ ପାଖରେ ମଧ୍ୟ ପହଞ୍ଚୁଥିଲା ଶିକ୍ଷା...


ଯେଉଁ ରାଜ୍ୟରେ ନିଜ ପେଟ ପୋଷିବା ପାଇଁ କେହି ମାଗୁନଥିଲେ ଭିକ୍ଷା


ସେଦିନ ଗାନ୍ଧୀ ଆସିଥିଲେ ଗଳ୍ପରେ


ନିଜ ମନର କଥା ମନ ଖୋଲି କହିଦେଇ ଗଲେ ଅଳ୍ପରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy