STORYMIRROR

sai mahapatra

Comedy Romance

4  

sai mahapatra

Comedy Romance

ମୋ ପଡିଶା ଘରେ ଯିଏ ରହୁଛି

ମୋ ପଡିଶା ଘରେ ଯିଏ ରହୁଛି

1 min
22.7K

ମୋ ପଡିଶା ଘରେ ଯିଏ ରହୁଛି

ତା ସହ ନଜର ମିଶିଗଲେ କାହିଁକି ମୋ ଦିଲ୍ ରେ ପ୍ୟାର୍ କା ଲଡୁ ଫୁଟି ଯାଉଛି

ସିଏ ଏବେ ନୂଆ ନୂଆ କଲେଜ ଯାଉଛି

ମତେ ଲିଫ୍ଟ ମାଗି ବୋଧେ ସିଏ ପ୍ୟାର କା ସିଗ୍ନାଲ

ଦେଉଛି ।

ତାର ସେହି ମିଠା ମିଠା କଥା ମୋ ଦେହରେ ବୋଳି ଦିଏ ପ୍ରେମର ଅଠା

ତାହାର ସେହି ସ୍ଵୀଟ ସ୍ୱାଇଲ ମୋ ଛାତିରେ ମାରି ଦେଉଛି ପ୍ରେମ ର କଣ୍ଟା ।

ତାର ସେହି ଅଙ୍କା ବଙ୍କା ଚାଲି ଦେଖି ମତେ ତା ଲାଗି ଆଶିକ୍ ଆୱା ରା ହେବାକୁ ଇଛା ହେଉଛି

ଏ କେଉଁ ରୋଗ ମତେ ଆଜି ହୋଇଛି

ମତେ ଆଜିକାଲି ଖାଲି ତାହାରି ମୁହଁ ଦିଶୁଛି

ମୋ ପଡିଶା ଘରେ ଯିଏ ରହୁଛି ।

ତା ସହ ନଜର ମିଶିଗଲେ କାହିଁକି ମୋ ଦିଲ୍ ରେ ପ୍ୟାର୍ କା ଲଡୁ ଫୁଟି ଯାଉଛି

ତା ଆଖି ର କାଜଲ ଆଉ ତା ଓଠ ର ନାଲି

ମତେ ଶୁଆଇ ଦେଉନି ରାତିରେ ଆଜିକାଲି

ମୋ ପଡିଶା ଘରେ ଯିଏ ରହୁଛି

ତା ସହ ନଜର ମିଶିଗଲେ କାହିଁକି ମୋ ଦିଲ୍ ରେ ପ୍ୟାର୍ କା ଲଡୁ ଫୁଟି ଯାଉଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy