STORYMIRROR

Saphala Das

Children Stories Comedy Drama

3  

Saphala Das

Children Stories Comedy Drama

ଶିଶୁର ହସ

ଶିଶୁର ହସ

1 min
173


ଶିଶୁ ଟି ହସିଲେ ଦୁନିଆ ହସିବ 

ଶିଶୁ ଟିର ମୂଖେ ଦିଅ ହସ 

ସେ ହସରେ ହସ ହୃଦୟ ଭରିକି 

ମେଣ୍ଟି ଯିବ ଦୁଃଖ ଅବସୋସ ।


ଆଜି ଯିଏ ଶିଶୁ କାଲି ନାଗରିକ 

ଗଢିବ ସେ ପରା ସୁନାର ଦେଶ 

ଆଦର୍ଶ ପଥରେ ପ୍ରେରଣା ଯୋଗାଅ 

ଦେଉ ଥାଅ ତାକୁ ସେହ୍ନ ପରଶ ।


ଶିଶୁ ନୁହେଁ ସେତ ଈଶ୍ବରଙ୍କ ଦୂତ 

ନାହିଁ ତା ପାଖେ ଛନ୍ଦ କପଟ 

ସତ କହୁଥାଏ ସତ୍ୟର ପୂଜାରୀ 

ଭୟ ଦେଖାଅନି ହୁଡିବ ବାଟ


Rate this content
Log in