STORYMIRROR

sai mahapatra

Abstract Others

2  

sai mahapatra

Abstract Others

ନୂତନ ବର୍ଷ

ନୂତନ ବର୍ଷ

1 min
691

ନୂତନ ବର୍ଷ ଦୁଇ ହଜାର କୋଡ଼ିଏ

ନେଇଆସୁ ସଭିଁ ଙ୍କ ପାଇଁ ଆଶା ଓ ଉନ୍ନତି ର ଆଲୋକ ଟିଏ

ଓଡ଼ିଆ ଜାତି କୁଳ ର ମୁରବି ଶ୍ରୀ ଜନ୍ନାଥଙ୍କ ନାମ ସୁମରି

ହୋଇଯିବା ଆମେ ସବୁ ଦୁଃଖ କଷ୍ଟ ରୁ ପାରି

ନୂତନ ବର୍ଷରେ ନୂତନ କିଛି କରିବାର ପ୍ରଚେଷ୍ଟା

ନୂତନ ବର୍ଷ ର ନୂତନ ଆଲୋକ ରେ ଏହି ଦୁନିଆ କୁ ଦେଖିବାର ଚେଷ୍ଟା

ବିଦାୟ ବର୍ଷ ରେ ବିଦାୟ ନେଉ ସବୁ ରାଗ ସବୁ ଭୂଲ୍ ବୁଝାବଣା ଆମରି

ନୂତନ ବର୍ଷ ର ନୂତନ ଆଲୋକ ଦୂର କରିଦେଉ ସବୁ ଅନ୍ଧକାର ଆମରି

ସମସ୍ତ ଙ୍କୁ ଜଣାଉଛି ଆଜି ମୁଁ ନୂତନ ବର୍ଷ ର ଅଭିନନ୍ଦନ

ସମସ୍ତଙ୍କୁ ନୂତନ ବର୍ଷ ଭେଟିଦେଉ ସୁଖ ଓ ଉନ୍ନତି ର ଚନ୍ଦନ


Rate this content
Log in

Similar oriya poem from Abstract