STORYMIRROR

kahnu charan sahu

Abstract

3  

kahnu charan sahu

Abstract

ସଖା

ସଖା

1 min
241


ହାଏରେ କାଳିଆ ଏ ଜୀବନ ଯାଉ

ତୋର ରଥଚକ ତଳେ

ଏ କେମିତି ଜୀବନ ଦେଲୁରେ ସଖା

ସକାଳରୁ ସଞ୍ଜ ଜଳେ ।


ବୁଝିକି ପାରୁନୁ ଭକତର ଭାବ

ତୋ'ବିନା ବୁଝିବ କିଏ?

ଯାହାକୁ ନିଜର ଭାବୁଛି ରେ ସଖା

ସିଏ ତ ଦୂରେଇ ଯାଏ ।


କରିବୁନି ତୁହି ସେମିତିରେ ସଖା

ପାରିବିନି ଜିଇଁ ମୁହିଁ

ହୃଦୟ କୋହକୁ ଛାତିତଳେ ଚାପି

ତୋ' ବାଟ ରହିଛି ଚାହିଁ ।।


Rate this content
Log in

Similar oriya poem from Abstract