STORYMIRROR

kahnu charan sahu

Abstract

3  

kahnu charan sahu

Abstract

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

1 min
187


ପ୍ରଥମ ପ୍ରେମର 

ପହିଲି ସ୍ମୃତି

ମନେପଡେ ଯେବେ 

ଆଖି ଯାଏରେ ଭିଜି !


ଆସିଥିଲା କେହି ଜଣେ

ଭାବି ଥିଲି ନିଜର

ଭାବନାଯେ ଭୁଲ ଥିଲା

ଦୋଷ ହିଁ ମୋହର !


ଶାଶ୍ୱତ ପ୍ରେମ କେବେ 

କରିଦିଏନି ପର

କାହାର ହେଲେ ହଉ ସାଥି

ଥାଏ ହୃଦୟର !


ସପନ ସହରେ ଏକା

ଆପଣା ମଣିଷ

ପ୍ରେମ ନୁହେଁ ପ୍ରତାରଣା 

ଗୋଟେ ଅବଶୋଷ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract