STORYMIRROR

sai mahapatra

Others

2  

sai mahapatra

Others

ନିଦ ହେଉନାହିଁ ରାତିରେ

ନିଦ ହେଉନାହିଁ ରାତିରେ

1 min
3.2K

ଆଜିକାଲି ନିଦ ହେଉନାହିଁ ମତେ ରାତିରେ

ଆଜିକାଲି ଭୋକ ଲାଗୁନାହିଁ ମତେ ସାଥିରେ 

ଯୋଉ ଦିନ ଠୁ ତୋ ଦିଲ୍ ହେଇଛି ମୋ ଦିଲ୍ ସହ ଆଟେଜ

ସେ ଦିନ ଠୁ ମୁଁ ଖାଲି ତତେ କରୁଛି ଫେସବୁକ୍ ରେ ସର୍ଚ

ତୁ କୋଉ ସାବୁନୁରେ ଗାଧୋଉଛୁ ଲୋ ଝିଅ 

ହେଲୁୂ ତୁ ଏତେ ସୁନ୍ଦରୀ କିପରି

କଟିନା ଆଉ କରିନା ତୋ ଆଗରେ ଲାଗନ୍ତି ଖାରି

କୋଉ ସହରରୁ ଆସିଛୁ ଲୋ ଝିଅ ତୁ ହେଉଛୁ ଭାରି କଷ

ତୋ ଓଠରୁ ଖାଲି ଝରି ପଡୁଛି ମୋ ଲାଗି ପ୍ରେମ ର ରସ

ସେ ରସରୁ ପିଲାଇଦେ ମତେ ଲୋ ଢୋକେ

ମୋର ଏ ଦିଲ୍ ଲୋ ଖାଲି ତୋ ଲାଗି ଲୋ ଧଡକେ

ତୁ ଆଜିକାଲି ନିଦ ହେଉନାହିଁ ମତେ ରାତିରେ

ଆଜିକାଲି ଭୋକ ଲାଗୁନାହିଁ ମତେ ସାଥିରେ 

ଯୋ ଦିନ ଠୁ ତୋ ଦିଲ୍ ହେଇଛି ମୋ ଦିଲ୍ ସହ ଆଟେଜ

ସେ ଦିନ ଠୁ ମୁଁ ଖାଲି ତତେ କରୁଛି ଫେସବୁକ୍ ରେ ସର୍ଚ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍