STORYMIRROR

sai mahapatra

Abstract

2  

sai mahapatra

Abstract

ପରୀକ୍ଷା

ପରୀକ୍ଷା

1 min
3.2K

ଆଇଲା ପରୀକ୍ଷା ସମୟ ବୋଲେ ହୁଟି

ଅଶୀ କି ନବେ ରଖିବୁ କହେ ମୋ ବୋଉ ଟି

ଆରମ୍ଭ ହେଲାଣି ଏବେ ଠୁ କପି କରିବାର ପ୍ଲାନ ବୋଲେ ହୁଟିି

ଇଂରାଜୀ ପରୀକ୍ଷା ବେଳେ ଜୋତା ରେ ଲୁଚାଇ କପି

ଲେଖିବେ ତ ଲୁଚିଛପି ବୋଲେ ହୁଟି

ପରୀକ୍ଷକ କିପରି ନପ।ରିବେ ଜାଣି

ମାର୍କ ଦେବେ ତ ଗଣିଗଣି ବୋଲେ ହୁଟି

ଅଙ୍କ ପରୀକ୍ଷା ବେଳେ ମାଇକ୍ରୋ ପ୍ରତିଲିପି ବଳେ 

ମାର୍କ ଆଣିବାପାଇଁ ଦଳେ

ପାଞ୍ଚୁଥିବେ ପରୀକ୍ଷକ ଙ୍କ ମନ୍ଦ ବେଳେବେଳେ ବୋଲେହୁଟି

ପରୀକ୍ଷା କେନ୍ଦ୍ର କୁ ନଆସି କିପରି ସେ ଯାଆନ୍ତା ମାରି

ଆଣନ୍ତେ ନବେ ମାର୍କ ଧରି ବୋଲେ ହୁଟି

ବିଜ୍ଞାନ ପରୀକ୍ଷା ବେଳେ ଝରକା ବାଟେ ପିଂଙ୍ଗି କପି

ଲେଖିବେ ତ ଲୁଚିଛପି ବୋଲେହୁଟି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract