STORYMIRROR

sai mahapatra

Abstract

2  

sai mahapatra

Abstract

ପିଆଜ

ପିଆଜ

1 min
296

 ପିଆଜ ହେଲା ଏବେ ଶହେ ପାର

ପିଆଜ କୁ ଦେଖିଲେ ଏବେ ମାଡ଼ୁଛି ଜ୍ଵର

ଆମିଷ ଠାରୁ ହେଲାଣି ଏବେ ପିଆଜ ମହଙ୍ଗା

ବିନା ପିଆଜ ରେ କିଭଳି ପାଟି ରେ ଗଳିବ ପଖାଳ ଏବେ ପଡ଼ିଲାଣି ଆଶଙ୍କା

ପିଆଜ କୁ ଦେଖିଲେ ଏବେ ଗରମ୍ ହେଇଯାଉଛି ମୁଣ୍ଡ

ପିଆଜ କୁ କିଣିବାକୁ ବଜାର ର କୁ ବାହାରିଲେ ଏକ ଶହ ଟଙ୍କା କରିବାକୁ ପଡୁଛି ଗୁଣ୍ଡ

ମଧ୍ୟବିତ୍ତ ପରିବାରରେ ଏବେ ପଡ଼ିଲାଣି ଭାଳେଣି

ପ୍ରତ୍ୟେକ ମାସ କୁ କାର୍ତ୍ତିକ ମାସ ଭାବେ ପାଳନ କରିବା ପାଇଁ ଏବେ ଯୋଜନା କଲେଣି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract