STORYMIRROR

sai mahapatra

Romance

3  

sai mahapatra

Romance

ପୁରା ଜଳୁଛ ମ

ପୁରା ଜଳୁଛ ମ

1 min
11.9K


ଆଜିକାଲି ତମେ କଣ ଦୁଉଛ ମ

କଣ ଦୁଉଛ ମ

କନ୍ଧମାଳ ହଳଦୀ ବୋଳି ହୋଇ ପୁରା ଜଳୁଛ ମ

ପୁରା ଜଳୁଛ ମ

ତମ ମିଠା ମିଠା କଥା ଶୁଣି ହେଲି ମୁଁ ବାଟବଣା

ତମ ଅଙ୍କା ବଙ୍କା ଚାଲି ଦେଖି ହେଇଗଲି ମୁଁ ପୁରା କଣା

ସେ ଦିନ ଠୁ ଏ ଦିଲ୍ ଖାଲି ତମ ପାଇଁ ଧଡକୁଛି

ତମକୁ ଦେଖିଲା ଦିନ ଠୁ ମୁଁ ଭୋକ ଶୋଷ ସବୁ ଭୁଲି ଯାଇଛି

ଆଜିକାଲି ତମେ କଣ ଦୁଉଛ ମ

କଣ ଦୁଉଛ ମ

କନ୍ଧମାଳ ହଳଦୀ ବୋଳି ହୋଇ ପୁରା ଜଳୁଛ ମ

ପୁରା ଜଳୁଛ ମ

ତମ ଆଖି ର କାଜଲ ତମ ପାଦ ର ପାୟଲ ଲାଗୁଛି ଚୋଖା

ସେଦିନ ଠୁ ମୁଁ ପୁରା ହେଇ ଯାଇଛି ତମ ଲଭର ଟୋକା

ଆଜିକାଲି ତମେ କଣ ଦୁଉଛ ମ

କଣ ଦୁଉଛ ମ

କନ୍ଧମାଳ ହଳଦୀ ବୋଳି ହୋଇ ପୁରା ଜଳୁଛ ମ

ପୁରା ଜଳୁଛ ମ

ତମେ ଥରେ ଖାଲି ରାଜି ହୋଇଯାଅ ମୁଁ ତୁମକୁ ପୁରା ରାଣୀ କରି ରଖିବି

ନଖ ପଲିସି ଠୁ ଅଣ୍ଟା ବିଛା ପଯ୍ୟନ୍ତ ସବୁ ଆଣି ଯୋଗାଇବିି

ତମକୁ କରିବାକୁ ପଡ଼ିବନି ଘର ର କିଛି କାମ ପକାଉଛି ମୋର ରାଣ

ତମେ ଖାଲି ବସି ବରାଦ କରିବ ସବୁ ମୁଁ କରିବି ଜାଣ

ଆଜିକାଲି ତମେ କଣ ଦୁଉଛ ମ

କଣ ଦୁଉଛ ମ

କନ୍ଧମାଳ ହଳଦୀ ବୋଳି ହୋଇ ପୁରା ଜଳୁଛ ମ

ପୁରା ଜଳୁଛ ମ



Rate this content
Log in

Similar oriya poem from Romance