STORYMIRROR

kahnu charan sahu

Abstract

3  

kahnu charan sahu

Abstract

ଜୀବନର ମୋଡ଼

ଜୀବନର ମୋଡ଼

1 min
193


ଯେବେ,

ନୂଆ ଏକ ରାଇଜରେ

ତୋଳିଥିବା ନିଡ଼

ଭାଙ୍ଗିଯାଏ ଆଖିସମ୍ନାରେ 


ଯେବେ,

କଢ଼ଧରୁଥିବା ସ୍ବପ୍ନ

ଫୁଟିବା ଆଗରୁ ଝଡିଯାଏ 


ଯେବେ,

ଆକାଶ ଛାତିରେ 

ନିଜକୁ ଖୋଜୁଥିବା ମଣିଷ 

ନିଜେ ହଜିଯାଏ 

ସେବେଠୁ ଆରମ୍ଭ 

ବଦଳିବାର ଅଭିପ୍ରାୟ

ନୂଆଏକ ପରିଚୟର ଅନ୍ୱେଷଣରେ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract