STORYMIRROR

Sameer Ghosh

Comedy

3  

Sameer Ghosh

Comedy

ନାଲି ସୁନା

ନାଲି ସୁନା

1 min
143

ବିଲାତି ହେଲା ଏବେ ଶହେ ପାର 

ବିଲାତି କୁ ଦେଖିଲେ ଏବେ ମାଡୁଛି ଡର।


ଆମିଷ ଠାରୁ ହେଲାଣି ବିଲାତି ମହଙ୍ଗା

ବିନା ସାଲାଡ଼ ରେ କେମିତି ଖାଇବା ଭାତ ପଡିଲାଣି ଆଶଙ୍କା।


ବିଲାତି କୁ ଦେଖି ହେଲାଣି ଗରମ ମୁଣ୍ଡ

ବଜ଼ାର କୁ ଯାଇ ବିଲାତି ଦେଖିଲେ ଫିଟୁ ନାହିଁ ମୋର ତୁଣ୍ଡ।


ମଧ୍ୟବର୍ତ୍ତି ପରିବାର ରେ ପଡିଲାଣି ଭାଳେଣି  

ବଜାରରେ ବିଲାତିର ଚେହେରା ଦେଖି ଯୁଗ ଗୋଟେ ଗଲାଣି।


ବାପାଙ୍କର ପସନ୍ଦ ବିଲାତି ଚଟୁଣି 

ବିଲାତି କଥା ଭାବି ଭାବି ମାଆଙ୍କର ବି ଉଠୁନି ଲଉଟୁଣି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy