STORYMIRROR

Sameer Ghosh

Tragedy

3  

Sameer Ghosh

Tragedy

ହେ ବାରିପଦା ବିଦାୟ

ହେ ବାରିପଦା ବିଦାୟ

1 min
98

ଆଜି ମୁଁ ଦେଉଛି ସମ୍ବର୍ନ୍ଧନା ବିଦାୟ ବେଳର 

ଇଚ୍ଛା ତ ହଉନି, କିନ୍ତୁ ଛାତି କ୍ କରି କଠୋର ।


ଏ ବାରିପଦା ତୋରି କୋଳ ରେ ବନାଇଛି କେତେ ମିତ୍ର 

ତୋରି କୋଳରେ ମୁଁ ଆଙ୍କିଛି ମୋ ଭବିଷ୍ଯତର ଚିତ୍ର ।


ଜଣା ନାହିଁ ଆଉ କେବେ ଦେଖା ହେବ 

ବିତାଇଥିବା ମଧୁର ସ୍ମୃତି ସହଜେକି ଏ ମନରୁ ଯିବ।


କେଉଁ ଜନ୍ମର ମାୟା ଲଗେଇେଲ କେଜାଣି 

ବାରମ୍ବାର ଖାଲି ଲୁହ ଗୁଡିକ ଜକେଇଲେଣି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy