STORYMIRROR

Sameer Ghosh

Comedy

2  

Sameer Ghosh

Comedy

ମୁଁ ମାତାଲ

ମୁଁ ମାତାଲ

1 min
69

ତୁମେ ହାଡ଼ିସାହି ଘର 

  ଝିଅଗୋ

  ମୁଁ ଗାଁ ତାଡିପିଆ ମାତାଲ୍ 

ତୁମେ ଢାଳି ଦେଉଥାଅ 

  ଠେକିରୁ ନିଗାଡ଼ି

  ମୁଁ ଝୁମି ଝୁମି କରେ ବୋବାଲ୍

କାହା କଥାରୁ ବା କଣ ମିଳିବ

ଯିଏ ବି କରନ୍ତୁ ଘୋ......

ଲୋକଙ୍କ କାମ ତ ବଢ଼େଇ କହିବା

ସେଥିରେ ଆମର ...ଢ଼ୋ ..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy