STORYMIRROR

Sameer Ghosh

Abstract Drama Action Crime Others

4.0  

Sameer Ghosh

Abstract Drama Action Crime Others

ଗଣତନ୍ତ୍ର

ଗଣତନ୍ତ୍ର

1 min
3

1ଆଜି ଦିଲ୍ଲୀ ର ଖବର ଶୁଣି
ମନରେ ଭରି ଯାଏ ଦୁଃଖ ଆଉ ରାଗ ।
ଅନ୍ଧଭକ୍ତ ଦେଖି ଠୋ ଠୋ ହସେ
କୁହେ ଦିଲ୍ଲୀ ପୋଲିସ ବନେଇଛି ଭାରି ଭଲ ପାଗ।

ପୋଲିସ ସାମ୍ନାରେ ନାରୀ ଟିକୁ 
ଯେତେ ବେଳେ ଉଲଗ୍ନ କରାଯାଏ ରାଜରାସ୍ତା ରେ।
ଏ ସରକାର ର ଚାମଚା, ଗୋଦି ମିଡିଆ 
ଲଜ୍ଜ୍ୟା ଲାଗେ ନାହିଁ ଟିକେ କିରେ ।
 
ମେଟ୍ରୋ ଟ୍ରେନ ବନ୍ଦ କରି ସବୁ
ନିଜ କାପୁରୁଷ ଗୁଣ ଦେଖେଇଲ ।
ଦେଶ ଭବିଷ୍ୟତ ପାଇ ଲଢୁଥିବା
ସବୁକୁ ଜେଲ୍ ରେ ପୁରେଇଲ ।

ମଣିପୁର ର କାଣ୍ଡ , ନାରୀ ସୁରକ୍ଷା ପାଇଁ
ନାହିଁ ତୁମ ପାଖେ ପୋଲିସି। 
ତୁମ ବିରୋଧୀ ଜନତା କୁ ମାରିବାକୁ
ପୋଲିସି କୁ ଦିଅ ଧରେଇ ଇଲିସି ।
 
ଭୋଟ ଚୋରି କରି ଜିତିଲ ତୁମେ
ସାଧାରଣ ଜନତା ଖାଇଲେ ମାଡ଼ ସାଥିରେ ଛାଟ ।
ଜ୍ଞାନୁ ବାବା କୁ ବଞ୍ଚେଇବା ପାଇଁ 
କରୁଛ ଯେ କେତେ ଷଡ଼ଯନ୍ତ୍ର ଆଉ ନାଟ ।

ତୁମ ହିନ୍ଦୁ ଭକ୍ତି ଅନ୍ଧଭକ୍ତ କୁହେ 
ନାରୀ କୁ ମୁଁ କିଣିବି ତିନିଷ ରେ ।
ତୁମେ ନବରାତ୍ରୀ ରେ ପୋଷ୍ଟ କରି କୁହ
ମୁଁ ଦେବୀ ପୂଜା କରି ହୁଏ ଭଲ ମଣିଷ ରେ ।

କାହାକୁ କହିବ କେମିତି କହିବ
ଆଇନ ଟା ପରା ଶୋଇଛି 
କେମିତି ଏମିତି ଘଟଣା ଘଟୁଛି 
କହି ବାକୁ ଲାଜ ଲାଗୁଛି 







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract