STORYMIRROR

Biswajita Baral

Romance Classics Others

2  

Biswajita Baral

Romance Classics Others

ସମୟ

ସମୟ

1 min
111

ଆଖିର ସପନ ମେଘରେ ଲୁଚିଛି

ଆକାଶ ଖେଳୁଛି ଖେଳ,

ସତ କରିବାକୁ ହୃଦୟ ଚାହୁଁଛି

ସମୟ ଦେଉନି ତାଳ ।


ସମୟ କ୍ଷଣିକ ସପନ ବଣିକ

ଅପେକ୍ଷା କରେନା କାରେ ,

ପାଏନାହିଁ ରାତି ସରିଯାଏ ପ୍ରୀତି 

ମିଛ ମରିଚିକା ଧାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance