STORYMIRROR

Titu Sahu

Classics

3  

Titu Sahu

Classics

ସମୟ

ସମୟ

1 min
267

ଯାଇଛି ମୁଁ ଚାଲି          ପାରିବିନି ବୁଲି

      ତୁୁମେ ମୋତେ ଯେତେ ଡାକ

ଯାଇ ଥିଲ  ସୋଇ।        ଚିନ୍ତା ଶୁୁନ୍ୟ ହୋଇ

       ତୁମେ କେମିତି କା ଲୋକ?


ଧିର ମୋର ଗତିି।          ଚାଲି ଥାଏ ନିିିତି

         ପାାରିଲନି ମୋତେ ଧରି

ଅଲସୁଆ ତୁୁମେ।          ହେଲା କର କର୍ମେ

        ରହ ଭାଗ୍ୟ କୁ ଆଦରି


ବସି ଥିଲେ ଛକିି।          ଥାଆନ୍ତତି ଅଟକି

         ସରିଯାଇ ଥାନ୍ତା କାମ

କରନ୍ତି ଉନ୍ନତି           ସେ ପିମ୍ପୁଡି ଯାତି

        ଗାଇ ସମୟର ନାମ



ସଵୁଵେଲେ  ଭୁୁୁୁଲେ        ସେଥି ପାଇଁ ତଲେ

          ପଡ଼ିଥାଏ ଏ  ମଣିଷ

କରେନି ବନ୍ଧୁତା।         ଥିଲେ ଯେତେ ଘଣ୍ଟା

        ସଵୁ କର୍ମେ ସେ ହତାଶ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics