STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ସମୟ ରଜ୍ଜୁରେ ବନ୍ଧା ସଭିଏଁ

ସମୟ ରଜ୍ଜୁରେ ବନ୍ଧା ସଭିଏଁ

1 min
186


ସମୟ ରଜ୍ଜୁରେ ବନ୍ଧା ଆମେ ସଭିଏଁ

ଏଥିରୁ ମୁକ୍ତି ମିଳେନି।

ସମୟ ସବୁବେଳେ ଆଗକୁ 

ମାଡିଚାଲେ କାହାକୁ ଅପେକ୍ଷା କରେନି ।

ପାଟି ରୁ ବାହାରିଥିବା କଥା 

ଆଉ ସମୟ ଆଉ ଜୁଆରକୁ 

କେହି ରୋକିପାରେନି।

ଆଜି ରାଜା ସମୟର ଚକ୍ରରେ 

କାଲି ସେ ଭିକାରୀ ହେଇପାରେ।

କେବେ ସମୟ 

କେତେ ଝଡ଼ ଝଞ୍ଜା ଆଣିଦିଏ 

ମଣିଷ ସେତେବେଳେ ନିରୁପାୟ 

ହେଇଯାଏ।

ସମୟ ସହ ତାଳ ମିଳାଇ ଚାଲିବା

ସଭିଙ୍କ ଭିତରେ ସ୍ନେହ ମମତା 

ବାଣ୍ଟିଯିବା କିଏ ଜାଣେ କାହା ସମୟ 

କେବେ ବଦଳିଯିବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational