Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

𝑨𝑴𝑰𝑻 𝑲𝑼𝑴𝑨𝑹 𝑺𝑬𝑻𝑯𝑰

Tragedy Others

3  

𝑨𝑴𝑰𝑻 𝑲𝑼𝑴𝑨𝑹 𝑺𝑬𝑻𝑯𝑰

Tragedy Others

ସମୟ କେତେ ବେଳେ ବଦଳି ଯାଏ

ସମୟ କେତେ ବେଳେ ବଦଳି ଯାଏ

1 min
168


ସମୟ କେବେ


ଅପେକ୍ଷା କରେ ନାହିଁ ।


ସମୟ ବଦଳି ଯାଏ


ମୁହୁର୍ତ୍ତରେ


ସମୟ କେତେ ବେଳେ I


ବଦଳି ଯାଏ ।


ନିଜେ ନିଜ ସହ


ସମୟ ଆମେ ଦେଇ ପାରୁ ନାହୁଁ।


ସେଇ ପିଲା ବେଳ 


ସମୟ ଆଉ ଫେରି ବ ନାହିଁ।


ସମୟ କେତେ ବେଳେ


ବଦଳି ଯାଏ 


ତା ଜାଣି ପାରୁନାହୁଁ।


ଏବେ ଆଉ ସେୟା


ହୋଇ ରହି ନାହିଁ।


ଏ ସମୟ ଆଗକୁ


ବଢ଼ାଇବା ଲାଗିଛି।



Rate this content
Log in

Similar oriya poem from Tragedy