Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅମିତ୍ କୁମାର ସେଠୀ

Others

3  

ଅମିତ୍ କୁମାର ସେଠୀ

Others

ଭାତ ମାଛ ଖାଇବା କୁମୋତେ ଭାରି ଭଲ

ଭାତ ମାଛ ଖାଇବା କୁମୋତେ ଭାରି ଭଲ

1 min
187


ଭାତ ମାଛ ଖାଇବା କୁ

ମୋତେ ଭାରି ଭଲ ଲାଗେ 

ଭାତ ଓ ମାଛ ଭଜା

ମୋର ବହୁତ ପ୍ରିୟ 

ମୁଁ ସବୁବେଳେ ଭାତ ଓ ମାଛ

ଖାଇବା କୁ ମନ ହୁଏ ଲ

ହେଲେ ଖାଇପାରେନି 

ଭଲ ଦିନ ଦେଖି

ମୁଁ ଆମିଷ ବ୍ୟଞ୍ଜନ କରେ 

ଆଉ ବାକି ଦିନ

ମୋର ନିରାମିଷ ରେ

ଦିନ କଟି ଯାଏ 

ବୁଧବାର ଦିନ ମାଛ ଭଜା ସହ ଗରମ ଭାତ, ଡାଲମା ଓ

ତରକାରୀ ଲଗାଇ ଭାତରେ ଖାଏ । 

ଶୁକ୍ରବାର ଦିନ ମାଛ ତରକାରୀ ଓ ଭାତ ଖାଏ ।

ପଖାଳ ଭାତ ଖାଇବା ଙ୍କୁ ମୋତେ ଭଲ ଲାଗେ ନାହିଁ।

ପିଲାବଳ ରୁ ମୁଁ ପଖାଳ ଭାତ ଖାଏ ନାହିଁ ।

ମୋର ପ୍ରିୟ ସାଥି ହେଉଛି 

ଆମିଷ ଖାଦ୍ୟ। 


Rate this content
Log in