STORYMIRROR

ଅମିତ୍ କୁମାର ସେଠୀ

Others

3  

ଅମିତ୍ କୁମାର ସେଠୀ

Others

ମୁଁ ସବୁବେଳେ ତୁମ ସାଥିରେ ରହିଛି

ମୁଁ ସବୁବେଳେ ତୁମ ସାଥିରେ ରହିଛି

1 min
186

ମୁଁ ସବୁବେଳେ ତୁମ ସାଥିରେ ରହିଛି

ତୁମ ଛାଇ ହେଇ ମୁଁ ରହିବି

ଯେବେ ତୁମେ ମୋ ଜୀବନ କୁ ଆସିଲ 

ସେ ଦିନ ଠାରୁ ମୁଁ ତୁମକୁ ପ୍ରେମ କରୁଛି

ତୁମ ଅପେକ୍ଷାରେ ଅଛି

ମୋ ଆଖପାଖର ତୁମେ ରହିଛ

ମୁଁ ତୁମକୁ ଭଲ ପାଉଛି

ତୁମେ ମୋ ମନର ଭାବନା ରେ ଅଛ 

ତୁମ ସାଥିରେ ରହିଛି ଓ ରହିବି 

ମୁଁ ତମକୁ ମନେ ପ୍ରେମ କରୁଛି 

କେବେ ତୁମେ ଆସିବ ପ୍ରିୟା

ମୁଁ ସବୁବେଳେ ତୁମ ଛାଇ ହୋଇ ରହିବି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍